ରାଜ୍ୟ

ରାଖୀ ପାଇଁ ରାଜଧାନୀ ଚଳଚଂଚଳ।

144views

ରାଖୀ ପାଇଁ ରାଜଧାନୀ ଭୁବନେଶ୍ବର ଚଳଚଞ୍ଚଳ ହୋଇଛି। ଭଉଣୀର ଆଖି ଚାହିଁ ବସିଛି ଭାଇର ହାତକୁ। କୋଭିଡ କଟକଣା ସାମାନ୍ୟ କୋହଳ ଥିବା ବେଳେ ବିଭିନ୍ନ ଦୋକାନ ରେ ରାଖୀ କିଣିବା ପାଇଁ ଜନସାଧାରଣଙ୍କ ଜମୁଛି ଭିଡ଼ ଏବଂ କ୍ରମାଗତ ଭାବେ ୨ ବର୍ଷ ହେବ ରାଖୀ ବ୍ୟବସାୟୀ ମାନେ କ୍ଷତି ସହିବା ପରେ ଏ ବର୍ଷ ଭଲ ବ୍ୟବସାୟ ନେଇ ଆଶାବାଦୀ ଅଛନ୍ତି।