ଜିଲ୍ଲାରାଜ୍ୟ

ରାଜଧାନୀରେ ବଢୁଥିବା ଅପରାଧିକ କାର୍ଯ୍ୟକଳାପ କୁ ନିୟନ୍ତ୍ରଣ ପାଇଁ କମିଶନରେଟ ପୁଲିସ ପକ୍ଷରୁ ବିଭିନ୍ନ ଛକରେ ବ୍ଲକିଙ୍ଗ ଚେକିଂ।

266views

ସହରରେ ବଢୁଥିବା ଅପରାଧିକ କାର୍ଯ୍ୟକଳାପ କୁ ନିୟନ୍ତ୍ରଣ ପାଇଁ କମିଶନରେଟ ପୁଲିସ ପକ୍ଷରୁ ବିଭିନ୍ନ ଛକରେ ବ୍ଲକିଙ୍ଗ ଚେକିଂ କରାଯାଇଛି। ବିଶେଷ କରି ଦ୍ରଂକେନ୍ ଡ୍ରାଇଭ, ବିନା ହେଲମେଟ। ଗାଡ଼ି ଚାଳନା ଏବଂ ଗାଡ଼ି କାଗଜପତ୍ର ଯାଞ୍ଚ କରାଯାଇଛି।