ବିଏମ୍ସି ର ଦାଦାଗିରି। ଭୁଲ ରିପୋର୍ଟ ଦେଇ ପ୍ରାଇଭେଟ ଜାଗାରେ କରିଦେଉଛି ସରକାରୀ ପ୍ରୋଜେକ୍ଟ। ନ୍ୟାୟ ପାଇଁ ବିଏମସି ଅଧିକାରୀ ଙ୍କ ଗାଡ଼ି ଆଗରେ ସୋଇଲେ ମହିଳା।
ଚନ୍ଦ୍ରଶେଖରପୁର ଅଞ୍ଚଳର ତଥା ମଞ୍ଚେଶ୍ୱର ଥାନା ଅଧୀନରେ ଥିବା ପୋଖରନ ଭିଲେଜରେ ଜଣେ ମହିଳାଙ୍କର ପାଖାପାଖି ୧ ଏକର ଜାଗାକୁ ମାଡ଼ିବସିଛି ବିଏମସି। ନିଜ ଜାଗାକୁ ବିଏମସି...