ବ୍ରେକିଂ

ମଞ୍ଚେଶ୍ୱର ଷ୍ଟେସନ ନିକଟରେ ମର୍ମନ୍ତୁଦ ଦୁର୍ଘଟଣାରେ ମହିଳାଙ୍କ ମୃତ୍ୟୁ।

194views

ମଞ୍ଚେଶ୍ୱର ଷ୍ଟେସନ ନିକଟରେ ଦୁର୍ଘଟଣା।
ମହିଳାଙ୍କୁ ପଛରୁ ପିଟିଲା ଟ୍ରେନ।
ପରିବାର ଲୋକଙ୍କ ସହ ଭ୍ରମଣ କରୁଥିଲେ ମହିଳା।
ହଟାତ ଟ୍ରେନ ଛାଡି ଦେବାରୁ ଦୌଡ଼ି ଦୌଡ଼ି ଷ୍ଟେସନରୁ ଟ୍ରେନର ପିଛା କରୁଥିବା ବେଳେ ପଛରୁ ଆଉ ଏକ ଟ୍ରେନ ପିଟିଲା।
ଘଟଣା ସ୍ଥଳରେ ବାସନ୍ତୀ ସ୍ୱାଇଁଙ୍କ ମୃତ୍ୟୁ ହୋଇଥିବା ବେଳେ ଘଟଣା ସ୍ଥଳରେ ମଞ୍ଚେଶ୍ୱର ପୁଲିସ ଏବଂ ପିସିଆର ତଦନ୍ତ।