ଆଜି ବର୍ତମାନ କୁ ନେଇ ଇତିହାସ ରଚିଛନ୍ତି ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁ ଏବଂ ହୋଇଛନ୍ତି ଅଖଣ୍ଡ ଭାରତର ୧୫ତମ ମହାମହିମ ରାଷ୍ଟ୍ରପତି.

284views
ଆଜି ଏକ ସ୍ମରଣୀୟ ଦିନ, ଐତିହାସିକ ଦିନ ଅଭୁଲା ଦିନ କିଏ କେତେ କଣ କହୁଛନ୍ତି ତାର ହିସାବ ନାହିଁ. କାହିଁକିବା ନକହିବେ କାରଣ ଅତୀତ ଏବଂ ବର୍ତମାନର ଶୀର୍ଷକ ହୁଏ ଇତିହାସ କିନ୍ତୁ ଆଜି ବର୍ତମାନ କୁ ନେଇ ଇତିହାସ ରଚିଛନ୍ତି ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁ ଏବଂ ହୋଇଛନ୍ତି ଅଖଣ୍ଡ ଭାରତର ୧୫ତମ ମହାମହିମ ରାଷ୍ଟ୍ରପତି.
ସେ ନିଜ ସଂଘର୍ଷ ବଳରେ କେବଳ ଓଡ଼ିଶାର ନୁହେଁ ବରଂ ପ୍ରତ୍ୟେକ ସଂଘର୍ଷରତ ଭାରତୀୟଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛନ୍ତି ଏବଂ ତାଙ୍କୁ ନେଇ ଦେଶର ସମସ୍ତ ଜନସାଧାରଣ ଗର୍ବ ଅନୁଭବ କରୁଛନ୍ତି ବିଶେଷ କରି ପ୍ରତ୍ୟେକ ଓଡ଼ିଶାବାସୀ. 🙏ଜୟ ହିନ୍ଦ🇮🇳
add a comment
