ଅପରାଧ

ସଟର ଓ ଆଜବେଷ୍ଟ କାଟି 12 ଲକ୍ଷ ଟଙ୍କାର ମୋବାଇଲ ଲୁଟିନେଲେ ଲୁଟେରା।

161views

ସଟର ଓ ଆଜବେଷ୍ଟ କାଟି 12 ଲକ୍ଷ ଟଙ୍କାର ମୋବାଇଲ ଲୁଟିନେଲେ ଲୁଟେରା। ସାଢ଼େ ଗୋଟେ ପରେ ଡମଣା ଛକ ନିକଟରେ ଘଟିଛି ଘଟଣା। ସିସିଟିଭି ରେ ସମସ୍ତ ଦୃଶ୍ୟ କଏଦ। ଏପଟେ ରାଜଧାନୀର ସବୁଆଡ଼େ ପୁଲିସର ବ୍ଲକିଂ ଚେକିଂ ଓ ହୋଟେଲ ଯାଞ୍ଚ ବେଳେ ଏପରି ଏକ ବଡ଼ ଲୁଟ ପୁଲିସର ପାରିବା ପଣିଆ ଉପରେ ଆଣିଛି ପ୍ରଶ୍ନ।