ଅପରାଧ

ରାଜଧାନୀରେ ମାତିଲେ ଅପରାଧୀ। ଫେକ୍ ନମ୍ବର ପ୍ଲେଟ ବଦଳାଇ ରଚୁଛନ୍ତି ସଙ୍ଗିନ ଅପରାଧ। ହିରୋ ସିଡ଼ି ଡିଲକ୍ସ ନମ୍ବରରେ ଚାଲୁଛି କେଟିଏମ୍ ବାଇକ।

139views

ରାଜଧାନୀରେ ମାତିଲେ ଅପରାଧୀ। ଫେକ୍ ନମ୍ବର ପ୍ଲେଟ ବଦଳାଇ ରଚୁଛନ୍ତି ସଙ୍ଗିନ ଅପରାଧ। ହିରୋ ସିଡ଼ି ଡିଲକ୍ସ ନମ୍ବରରେ ଚାଲୁଛି କେଟିଏମ୍ ବାଇକ। ନମ୍ବର ପ୍ଲେଟ ବଦଳାଇ ଅପରାଧ କରୁଥିବା ପେଷାଦାର ଅପରଧୀଙ୍କୁ ନେଇ ଚିନ୍ତାରେ ପୁଲିସ ଏବଂ ସାଧାରଣ ଜନତା। ସରକାରଙ୍କ ହାଇ ସିକ୍ୟୁରୀଟି ନମ୍ବର ପ୍ଲେଟ ସ୍କିମ ଉପରେ ଉଠିଲା ପ୍ରଶ୍ନ।