କର୍ପୋରେଟ ପ୍ରୀତି ଓ ଏହି ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ଯୋଜନାକୁ ସମ୍ପୂର୍ଣ ବନ୍ଦ କରାଯାଉ କିମ୍ବା ଏହି କାମକୁ ହାତ ଗଣତି ଲୋକଙ୍କୁ ନଦେଇ ସମସ୍ତ ଆର୍ଟିଷ୍ଟଙ୍କୁ ଦିଆଯାଉ ଯାହାଦ୍ୱାରା 20ହଜାର ପରିବାର ଉପକୃତ ହେବେ.
ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ସ୍କିମ ବନ୍ଦ କର, ନଚେତ ରୋଜଗାର ହରାଇଥିବା 20ହଜାର ଷ୍ଟିକରିଂ ଆର୍ଟିଷ୍ଟଙ୍କୁ ରୋଜଗାର ଅଥବା ବିକଳ୍ପ ଭାବେ ମାସକୁ 20ହଜାର ଟଙ୍କା...