ଜାତୀୟ ଓ ଅନ୍ତର୍ଜାତୀୟ

ସ୍ଵାଧୀନତାର ୭୫ ବର୍ଷ ପୂର୍ତ୍ତି ଓ ଆଜାଦି କା ଅମୃତ ମହୋତ୍ସବ ପାଳନ ଅବସରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ରାତିରେ ରୋଡ଼ ବ୍ଲକିଂ ଓ ହୋଟେଲ ଯାଞ୍ଚ।

145views

ସ୍ଵାଧୀନତାର ୭୫ ବର୍ଷ ପୂର୍ତ୍ତି ଓ ଆଜାଦି କା ଅମୃତ ମହୋତ୍ସବ ପାଳନ ଅବସରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ରାତିରେ ରୋଡ଼ ବ୍ଲକିଂ ଓ ହୋଟେଲ ଯାଞ୍ଚ। ବ୍ଲକିଂ ଚେକିଂ କୁ କଡାକଡି କରିବା ପାଇଁ କମିଶନରେଟ ପୋଲିସ। ଏନେଇ ମାଷ୍ଟରକ୍ୟାଣ୍ଟିଂ ଛକରେ ଜୋରଦାର ଚେକିଂ ଆରମ୍ଭ ହୋଇଛି। ଆଡିଶିନାଲ ଡିସିପି ଓ ଜୋନ୍ ଏସିପିଙ୍କ ସମେତ ସ୍ଥାନୀୟ ଦୁଇ ଥାନା ଅଧିକାରୀ ତତ୍ୱବାଧାନରେ ଚାଲିଛି ଚେକିଂ। ୨ ସେକ୍ସନ୍ ପୋଲିସ ଫୋର୍ସ ଜରିଆରେ ଭୁବନେଶ୍ୱର ରେ ୮ ଟି ପ୍ରବେଶ ଜାଗାରେ ଏକକାଳୀନ ହେଉଛି କଡାକଡି ଚେକିଁ। ଏଥିପାଇଁ 15 ପ୍ଲାଟୁନ୍ ପୋଲିସ ଫୋର୍ସ ସହିତ 45 ସବ୍ ଇନ୍ସପେକ୍ଟର ଏଏସଆଇ ସହିତ ଗୁଇନ୍ଦା ବିଭାଗ ଓ ପିଓପିଡି ଟିମ୍ କୁ ନିଯୋଜିତ କରାଯାଇଛି।
ସେପଟେ ରାଜଧାନୀରେ ଥିବା ପ୍ରତ୍ୟେକ ଛୋଟ ବଡ଼ ହୋଟଲର ସମସ୍ତ ଗେଷ୍ଟଙ୍କ ବିବରଣୀ ସହ ସରାଇ ଆକ୍ଟକୁ ମଧ୍ୟ ଅନୁସରଣ କରି ଚେକିଂ କରାଯାଉଛି।