ବ୍ରେକିଂ

ଜେଲ ରୁ ମୁକୁଳିବା ପରେ ବରିଷ୍ଠ ସାମ୍ବାଦିକ ଅର୍ଧେନ୍ଦୁ ଦାସ ତାଙ୍କ ସହ ଓ ବଡ଼ ଖବର ସହ ଠିଆ ହୋଇଥିବାରୁ ରାଜ୍ୟବାସୀଙ୍କୁ ଜଣାଇଲେ ଧନ୍ୟବାଦ

181views

ଜେଲ ରୁ ମୁକୁଳିବା ପରେ ବରିଷ୍ଠ ସାମ୍ବାଦିକ ଅର୍ଧେନ୍ଦୁ ଦାସ ରଖିଲେ ପ୍ରତିକ୍ରିୟା।
କହିଲେ ତାଙ୍କ ସହ ଓ ବଡ଼ ଖବର ସହ ଠିଆ ହୋଇଥିବାରୁ ରାଜ୍ୟବାସୀଙ୍କୁ ଜଣାଇଲେ ଧନ୍ୟବାଦ। କହିଲେ ସତ୍ୟ ଓ ଧର୍ମର ହୋଇଛି ଜୟ।
ସେପଟେ ଜେଲକୁ ଦେଖା କରିବାକୁ ଆସିଥିବା ଜନତା ମାନେ ମଧ୍ୟ ଦେଲେ ପ୍ରତିକ୍ରିୟା। ନିରପେକ୍ଷ ଏବଂ ସତ ଖବର ଲୋକଙ୍କ ସାମ୍ନାକୁ ଆଣିବା ପାଇଁ ବଡ଼ ଖବର ନିହାତି ଚାଲିବା ଦରକାର।ଜଣାଇଲେ ଧନ୍ୟବାଦ। କହିଲେ ଲଢେ଼ଇ ଜାରି ରହୁ।