ବ୍ରେକିଂ

ଗାଡ଼କଣ ମହାବୀର ବସ୍ତିରେ ୨ ଦିନ ପୂର୍ବରୁ ଘର ଭିତରେ ରହିଥିଲା ଶବ।

128views

ଗାଡକଣ କେଳୁଚରଣ ପାର୍କ ଅଞ୍ଚଳରେ ଥିବା ମହାବୀର ବସ୍ତିରୁ ଯୁବକଙ୍କ ମୃତଦେହ ଠାବ। ୨ ଦିନ ପୂର୍ବରୁ ଘର ଭିତରେ ରହିଥିଲା ଶବ। ମଞ୍ଚେଶ୍ୱର ଥାନା ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇଥିବା ବେଳେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ସେପଟେ ଯୁବକଙ୍କ ନାମ ଜିଣ୍ଟୁ ସେକ୍ ହୋଇଥିବା ବେଳେ ସେ ମୁର୍ସିଦାବାଦ ରୁ ଆସି ଏଠି ଲେବର କାମ କରୁଥିଲେ। ମୃତ୍ୟୁ ର କାରଣ ଅସ୍ପଷ୍ଟ ଥିବା ବେଳେ ପରିବାର ଲୋକେ ଆଣିଲେ ହତ୍ୟା ଅଭିଯୋଗ।